Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞ ।

pragyansila bureau | 22 Jan 2026 | 3 min read | 11 views

ଢେଙ୍କାନାଳ ( ପି.ଏନ. ଏସ ) : ଗୋପବନ୍ଧୁ ବଜାର ଢଙ୍କୁଣିଆ ସାହିରେ ୧୦୫ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ ହୋଇଅଛି । ୧୮ ତାରିଖ ରବିବାର ଦିନ କଳସଯାତ୍ରା କରି କୁଞ୍ଜରେ ସ୍ଥାପନ କରାଯାଇଥିଲା ପରେ ଅଖଣ୍ଡ ଦୀପ ପ୍ରଜ୍ବଳନ ପୂର୍ବକ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ୧୯ ତାରିଖ ସୋମବାର ପ୍ରତ୍ୟୁଷରୁ ନାମଯଜ୍ଞ ଆରମ୍ଭ ହୋଇ ୨୦ ତାରିଖ ମଙ୍ଗଳବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଚାଲୁ ରହିବ ପରେ ନଗର କୀର୍ତନ ଓ ପ୍ରସାଦ ସେବନ ଅନୁଷ୍ଠିତ ହେବ । ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦକ ସଂଗ୍ରାମ ମଲ୍ଲିକ୍, ଅନନ୍ତ ମଲ୍ଲିକ ଓ ଢଙ୍କୁଣିଆ ସାହିବାସୀନ୍ଦା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ନାମଯଜ୍ଞରେ ଆଖପାଖ ଅଂଚଳର ୨୫ ଦଳ ପୁରୁଷ ଓ ମହିଳା ସଂକୀର୍ତନ ମଣ୍ଡଳୀ ଯୋଗଦେବାର ସୂଚନା ମିଳିଛି ।