Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଚୋରା ଦେଶୀ ମଦ ଜବତ ସହ ଜଣକୁ ଗିରଫ କଲା ନାଉଗାଁ ପୋଲିସ

Bureau report | 05 Jul 2025 | 4 min read | 11 views

ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ଛକ ନିକଟରେ ନାଉଗାଁ ପୋଲିସ ପକ୍ଷରୁ ଚଢ଼ାଉ 30 ଲିଟର ଚୋରା ଦେଶୀ ମଦ ଜବତ ସହ ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ଆଜି ତିରୁଣା ଛକ ଦେଇ ଚୋରା ମଦ ଚାଲାଣ ହେଉଥିବା ସମୟରେ ଗାରୋଇ ଫାଣ୍ଡି ଅଧିକାରୀ ଏଏସେଆଇ ପ୍ରଶାନ୍ତ କୁମାର ପ୍ରଧାନ ସେଠାରେ ଅତର୍କ୍ରିତ ଭାବେ ଚଢ଼ାଉ କରି 30 ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ, ଏହି କାରବାର ରେ ସମ୍ପୃକ୍ତ ନାଉଗାଁ ଥାନା ଅଞ୍ଚଳ ର କୋରୁଅ ଗ୍ରାମର ବାବୁ ରାମ ପଲେଇ ଙ୍କ ପୁଅ ଧନଞ୍ଜୟ ପଲେଇ ଙ୍କୁ ପୋଲିସ ଗିରଫ କରିବା ସହିତ ଏହି କାରବାର ରେ ବ୍ୟବହୃତ ଏକ ନମ୍ବର ବିହୀନ ମଟର ସାଇକେଲ କୁ ପୋଲିସ ନିଜ ହେପାଜତ କୁ ନେଇଛି l ଅନ୍ୟପଟେ ଏହି ଘଟଣା କୁ ଆଧାର କରି ନାଉଗାଁ ପୋଲିସ ଅବକାରୀ ଆଇନି ବଳରେ ୧୯୧/୨୦୨୫ ରୁଜୁ କରିଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି l