Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଭାରସମ୍ୟ ହରାଇ ପୋଖରୀକୁ ଖସି ପଡିଲା ସିମେଣ୍ଟ ବୋଝେଇ ମିନି ଟ୍ରକ ।

pragyansila bureau | 27 Jul 2025 | 3 min read | 5 views

ନାଉଗାଁ ( ପି.ଏନ. ଏସ ) : ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡ଼ିଲା ସିମେଣ୍ଟ ବୋଝେଇ ମିନିଟ୍ରକ। ଜଗତସିଂହପୁର ଜିଲ୍ଲା ବାଲି ଭଉଁରୀ ଶିଖର ଘାଟ ମୁଖ୍ୟ ରାସ୍ତା ଦେଇ ଜଗତସିଂହପୁର ରୁ ନାଉଗାଁ ଆସୁଥିବା ଏକ ସିମେଣ୍ଟ ବୋଝେଇ ମିନି ଟ୍ରକ ହଠାତ ଭାରସାମ୍ୟ ହରାଇ ପାଳସାହି ଛକ ନିକଟରେ ଥିବା ଏକ ପୋଖରୀ ମଧ୍ୟକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର କୁ ଗାଡ଼ି ମଧ୍ୟରୁ ଉଧାର କରିଥିଲେ ହେଲେ ମିନି ଟ୍ରକ ଟି ସମ୍ପୁର୍ଣ୍ଣ ପୋଖରୀ ମଧ୍ୟକୁ ଓଲଟି ପଡିବା ଫଳରେ ବହୁ ସିମେଣ୍ଟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି | ଘଟଣାସ୍ଥଳରେ ନାଉଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଥିବା ଦେଖାଯାଇଛି |