Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପଦ୍ମପୁର ଗ୍ରାମରେ ମହାଆଡମ୍ବରରେ ପାଳିତ ହୋଇଛି ଶିବ ବିବାହ

Bureau report | 31 May 2025 | 4 min read | 8 views

Naugaon ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ର ପଲ୍ଲୀ ପଞ୍ଚାୟତ ର ପଦ୍ମପୁର ଗ୍ରାମରେ ଅନୁଷ୍ଠିତ ହୋଇଛି ମହାଦେବ ଙ୍କ ବିବାହ ଉତ୍ସବ l ଆଶୁତୋଷ ମହାଦେବ ଙ୍କ ପବିତ୍ର ଜୈଷ୍ଠ ମାସ ରେ ଏହି ପୀଠ ରେ ଗତକାଲି ଠାରୁ ମଙ୍ଗନ ଆରମ୍ଭ ହୋଇ ଆଜି ବୈଦିକ ରୀତି ନିତି ଅନୁସାରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟ ଯେପରି ସକାଳ ବାଡ଼ୁଅପାଣି ଠୁ ଆରମ୍ଭ ହୋଇ ଅଭିଷେକ, ବାଟବରେଣୀ,କନ୍ୟାଅଧିବାସ, ବରଅଧିବାସ, ଅଗ୍ନିସ୍ଥାପନ, ହସ୍ତଗଣ୍ଠି, ବନ୍ଦାପନା ଓ ହୋମଯଜ୍ଞ ପ୍ରତ୍ୟହ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାର ଏହା ସମ୍ପର୍ଣ୍ଣ ହୋଇଅଛି l ଅନ୍ୟପଟେ ଏହି ବିବାହ ଉତ୍ସବ ରେ ବର ପିତା ଭାବେ ରଶ୍ମିରଞ୍ଜନ ମିଶ୍ର ଓ କନ୍ୟାପିତା ଭାବେ ବିପିନି ବିହାରୀ ଦାଶ ଙ୍କ ଦ୍ୱାରା ଏହି ବିବାହ ଉତ୍ସବ କାର୍ଯ୍ୟ କରାଯାଇ ଥିଲା l ତେବେ ଏହି ବିବାହ ଉତ୍ସବ କୁ ଦେଖିବା ନିମନ୍ତେ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିବା ର ଦେଖିବାକୁ ମିଳିଛି |